Government Of Odisha

ଓଡ଼ିଶା ସରକାର

Goals & Objectives

  • Home
  • Goals & Objectives

ଲକ୍ଷ୍ୟ ଓ ଅଭିପ୍ରାୟ

ମୂଲ୍ୟାଙ୍କନ

ମୂଲ୍ୟାଙ୍କନ

ସରକାରଙ୍କ ଦାରିଦ୍ର୍ୟ ନିରାକରଣ ଓ ବିକାଶ ପ୍ରକଳ୍ପ/କାର୍ଯ୍ୟସୂଚୀର ମୂଲ୍ୟାଙ୍କନ ଓ ଅନୁମାନ।
ପ୍ରାଧିକୃତ

ପ୍ରାଧିକୃତ

ଦାରିଦ୍ର୍ୟ ଓ ମାନବ ବିକାଶକୁ ପ୍ରଭାବିତ କରୁଥିବା ବିଭିନ୍ନ ବିଷୟରେ ଅନୁସନ୍ଧାନ ଓ ଅଧ୍ୟୟନ କରିବା।
ପ୍ରସାରଣ

ପ୍ରସାରଣ

ଦାରିଦ୍ର୍ୟ ଏବଂ ମାନବ ବିକାଶକୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅନ୍ୟାନ୍ୟ ବିଭାଗ ଓ ଭାଗିଧାରୀ ସଂସ୍ଥା ଙ୍କ ସହିତ ଆଲୋଚନା କରି ନୀତି ଏବଂ ସଙ୍ଗତିପୂର୍ଣ୍ଣ ଅଧ୍ୟୟନ ଆୟୋଜନ କରିବା।
ଗଢିତୋଳିବା

ଗଢିତୋଳିବା

ଦାରିଦ୍ର୍ୟ ଏବଂ ମାନବ ବିକାଶ ସଂପର୍କିତ କ୍ଷେତ୍ର/ବିଷୟରେ ଗବେଷଣା କରିବା ଏବଂ ନୀତି ସମ୍ପର୍କିତ ସର୍ବୋତ୍ତମ ଅଭିଜ୍ଞତା, କାହାଣୀ ଓ ଚିନ୍ତାଧାରାଗୁଡ଼ିକୁ ଅନୁସରଣ ଓ ଅନ୍ୱେଷଣ କରିବା।
ପ୍ରତିଶ୍ରୁତି

ପ୍ରତିଶ୍ରୁତି

ସିଭିଲ ସୋସାଇଟି ସଂଗଠନମାନଙ୍କ ସହ ସମ୍ପର୍କ ସୃଷ୍ଟି କରିବା ଏବଂ ଯଥାଯଥ ନୀତି ପ୍ରଣୟନ ଓ ପ୍ରତିଷ୍ଠାନୀୟ ପରିବର୍ତ୍ତନ ବିକାଶ କରିବାରେ ରାଜ୍ୟ ସରକାରକୁ ସହଯୋଗ କରିବା ପାଇଁ ଅଙ୍ଗୀକାରବଦ୍ଧ ।
ତାଲିମ

ତାଲିମ

ବିଶ୍ବର ବିଭିନ୍ନ କୋଣରେ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ ନୀତିସମୂହରେ ଘଟୁଥିବା ବିକାଶ ସହିତ ସମତାଳରେ ରହିବା ପାଇଁ ସରକାରୀ କର୍ମଚାରୀଙ୍କର ପ୍ରଶିକ୍ଷଣ ଏବଂ କ୍ଷମତା ବିକାଶ କରିବା ।
ସହବନ୍ଧନ

ସହବନ୍ଧନ

ଜାତୀୟ ଏବଂ ରାଜ୍ୟସ୍ତରୀୟ ସାମାଜିକ ନୀତି ସୂଚନାଗୁଡ଼ିକୁ ପ୍ରସାରଣ କରି ସଚେତନତା ଏବଂ ସୂଚିତ ଆଲୋଚନାକୁ ଉତ୍ସାହିତ କରିବା।

No products in the cart.